# General Information: ଶୀଲା ଓ ତୀମଥି ପାଉଲଙ୍କ ସାଙ୍ଗରେ ଯୋଗ ଦେଉଛନ୍ତି I # So Paul reasoned ଅତଏବ ପାଉଲ ବାଦାନୁବାଦ କଲେ କିମ୍ବା “ଅତଏବ ପାଉଲ ଆଲୋଚନା କଲେ I” ସେ କାରଣ ଦର୍ଶାଇଲେ I ଏହାର ଅର୍ଥ ଏହି ଯେ ପ୍ରଚାର କରିବା ଛଡା ପାଉଲ ଲୋକମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କଲେ I # He persuaded both Jews and Greeks ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେ ଉଭୟ ଯିହୂଦୀ ଓ ଗ୍ରୀକ୍ ମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇଲେ” କିମ୍ବା ୨) “ସେ ଯିହୂଦୀ ଓ ଗ୍ରୀକ୍ ମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ I”