or_tn/act/17/29.md

1.3 KiB

are God's offspring

ଯେହେତୁ ଈଶ୍ବର ପ୍ରତ୍ୟେକଙ୍କୁ ସୃଷ୍ଟି କରିଛନ୍ତି, ସମସ୍ତ ଲୋକମାନଙ୍କ ବିଷୟରେ କୁହାଯାଏ ସତେ ଯେପରି ସେମାନେ ଆକ୍ଷରିକ ଭାବେ ଈଶ୍ବରଙ୍କର ବଂଶ I (ଦେଖ: rc://*/ta/man/translate/figs-metaphor)

qualities of deity

ଏଠାରେ “ଈଶ୍ବରତ୍ବ” ଈଶ୍ବରଙ୍କ ସ୍ବଭାବ କିଅବା ଗୁଣସମୂହକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର” (ଦେଖ: rc://*/ta/man/translate/figs-metonymy)

images created by the art and imagination of man

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେବେ ଯାହା ମନୁଷ୍ୟ ଆପଣାର କୌଶଳ ବ୍ୟବହାରକରି ସେ କଳ୍ପନା କରିଥିବା କିଛି ଜିନିଷ ନିର୍ମାଣ କରେ” କିମ୍ବା “ଲୋକେ ଆପଣା ଆପଣାର କଳା ଓ କଳ୍ପନା ବ୍ୟବହାରକରି ନିର୍ମାଣ କରିଥିବା ପ୍ରତିମାଗଣ” (ଦେଖ: rc://*/ta/man/translate/figs-activepassive)