or_tn/act/17/29.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# are God's offspring
ଯେହେତୁ ଈଶ୍ବର ପ୍ରତ୍ୟେକଙ୍କୁ ସୃଷ୍ଟି କରିଛନ୍ତି, ସମସ୍ତ ଲୋକମାନଙ୍କ ବିଷୟରେ କୁହାଯାଏ ସତେ ଯେପରି ସେମାନେ ଆକ୍ଷରିକ ଭାବେ ଈଶ୍ବରଙ୍କର ବଂଶ I (ଦେଖ: [[rc://*/ta/man/translate/figs-metaphor]])
# qualities of deity
ଏଠାରେ “ଈଶ୍ବରତ୍ବ” ଈଶ୍ବରଙ୍କ ସ୍ବଭାବ କିଅବା ଗୁଣସମୂହକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର” (ଦେଖ: [[rc://*/ta/man/translate/figs-metonymy]])
# images created by the art and imagination of man
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେବେ ଯାହା ମନୁଷ୍ୟ ଆପଣାର କୌଶଳ ବ୍ୟବହାରକରି ସେ କଳ୍ପନା କରିଥିବା କିଛି ଜିନିଷ ନିର୍ମାଣ କରେ” କିମ୍ବା “ଲୋକେ ଆପଣା ଆପଣାର କଳା ଓ କଳ୍ପନା ବ୍ୟବହାରକରି ନିର୍ମାଣ କରିଥିବା ପ୍ରତିମାଗଣ” (ଦେଖ: [[rc://*/ta/man/translate/figs-activepassive]])