or_tn/act/17/25.md

1016 B

Neither is he served by men's hands

ଏଠାରେ “ସେବିତ”ର ଅର୍ଥ ସତେ ଯେପରି ଜଣେ ଡାକ୍ତର ରୋଗୀକୁ ପୁନର୍ବାର ଭଲ କରିବା ପାଇଁ ରୋଗୀର ଚିକିତ୍ସା କରୁଛନ୍ତି I ବିକଳ୍ପ ଅନୁବାଦ: “ମନୁଷ୍ୟର ହସ୍ତ ତାହାଙ୍କର ଯତ୍ନ ନିଏ ନାହିଁ” (ଦେଖ: rc://*/ta/man/translate/figs-activepassive)

by men's hands

ଏଠାରେ “ହସ୍ତ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ଦ୍ବାରା” (ଦେଖ: rc://*/ta/man/translate/figs-synecdoche)

since he himself

କାରଣ ସେ ସ୍ବୟଂ I “ସ୍ବୟଂ” ଶବ୍ଦ ଗୁରୁତ୍ବ ଦେବାପାଇଁ ଯୋଡାଯାଇଛି I (ଦେଖ: rc://*/ta/man/translate/figs-rpronouns)