or_tn/act/17/25.md

12 lines
1016 B
Markdown
Raw Permalink Normal View History

2020-11-19 00:15:53 +00:00
# Neither is he served by men's hands
ଏଠାରେ “ସେବିତ”ର ଅର୍ଥ ସତେ ଯେପରି ଜଣେ ଡାକ୍ତର ରୋଗୀକୁ ପୁନର୍ବାର ଭଲ କରିବା ପାଇଁ ରୋଗୀର ଚିକିତ୍ସା କରୁଛନ୍ତି I ବିକଳ୍ପ ଅନୁବାଦ: “ମନୁଷ୍ୟର ହସ୍ତ ତାହାଙ୍କର ଯତ୍ନ ନିଏ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# by men's hands
ଏଠାରେ “ହସ୍ତ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ଦ୍ବାରା” (ଦେଖ: [[rc://*/ta/man/translate/figs-synecdoche]])
# since he himself
କାରଣ ସେ ସ୍ବୟଂ I “ସ୍ବୟଂ” ଶବ୍ଦ ଗୁରୁତ୍ବ ଦେବାପାଇଁ ଯୋଡାଯାଇଛି I (ଦେଖ: [[rc://*/ta/man/translate/figs-rpronouns]])