or_tn/act/17/05.md

40 lines
3.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ସେମାନେ” ଶବ୍ଦଟି ଅବିଶ୍ବାସୀ ଯିହୂଦୀମାନଙ୍କୁ ଓ ବଜାରର ଦୁଷ୍ଟ ଲୋକମାନଙ୍କୁ ବୁଝାଏ I
# being moved with jealousy
ଈର୍ଷାରେ ଜ୍ବଳିଉଠିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଈର୍ଷା ଲୋକମାନଙ୍କୁ ଠେଲିନିଏ I ବିକଳ୍ପ ଅନୁବାଦ: “ଈର୍ଷାନ୍ବିତ ହେବା” କିମ୍ବା “ ଅତ୍ୟନ୍ତ କ୍ରୋଧିତ ହେବା” (ଦେଖ: [[rc://*/ta/man/translate/figs-metaphor]])
# with jealousy
ଏହା ସ୍ପଷ୍ଟଭାବରେ କୁହାଯାଇପାରେ ଯେ ଏହି ଯିହୂଦୀମାନେ ଈର୍ଷାନ୍ବିତ ହୋଇଥିଲେ କାରଣ କେତେକ ଯିହୂଦୀ ଓ ଗ୍ରୀକ୍ ମାନେ ପାଉଲଙ୍କ ସମ୍ବାଦରେ ବିଶ୍ବାସ କରିଥିଲେ I (ଦେଖ: [[rc://*/ta/man/translate/figs-explicit]])
# took certain wicked men
ଏଠାରେ “ସାଙ୍ଗରେ ନେଲେ”ର ଅର୍ଥ ନୁହେଁ ଯେ ଯିହୂଦୀ ଲୋକମାନେ ଏହି ଲୋକମାନଙ୍କୁ ବଳପୂର୍ବକ ନେଲେ I ଏହାର ଅର୍ଥ ହେଉଛି ଯେ ଯିହୂଦୀମାନେ ସେମାନଙ୍କୁ ସାହାଯ୍ୟ କରିବାନିମନ୍ତେ ଏହି ଦୁଷ୍ଟ ଲୋକମାନଙ୍କୁ ମତାଇଲେ I
# certain wicked men
କେତେକ ଦୁଷ୍ଟ ଲୋକ I ଏଠାରେ “ଲୋକମାନେ” ଶବ୍ଦ ନିର୍ଦ୍ଦିଷ୍ଟଭାବରେ ପୁରୁଷମାନଙ୍କୁ ବୁଝାଏ I
# from the marketplace
ସର୍ବସାଧାରଣ ଛକସ୍ଥାନରୁ I ଏହା ବ୍ୟବସାୟର ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈର କିଣାବିକା ଓ ସେବାର ଦିଆନିଆ ହୁଏ I
# set the city in an uproar
ଏଠାରେ “ନଗର” ଶବ୍ଦ ନଗରରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ମତାଇଲେ” କିମ୍ବା “ନଗରର ଲୋକମାନଙ୍କୁ ଦଙ୍ଗା କରିବା ପାଇଁ ମତାଇଲେ” (ଦେଖ : [[rc://*/ta/man/translate/figs-metonymy]])
# Assaulting the house
ପ୍ରଚଣ୍ଡ ଭାବରେ ଗୃହକୁ ଆକ୍ରମଣ କରିବା I ସମ୍ଭବତଃ ଏହାର ଅର୍ଥ ହୋଇପାରେ ଯେ ଲୋକମାନେ ଗୃହ ଉପରକୁ ପଥର ଫିଙ୍ଗୁଥିଲେ ଓ ଗୃହର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ I
# Jason
ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])
# out to the people
ସମ୍ଭାବିତ ଅର୍ଥ କିମ୍ବା “ଲୋକମାନେ” ହେଲେ ୧) କୌଣସି ନିଷ୍ପତ୍ତି ନେବାପାଇଁ ଏକତ୍ର ହେଉଥିବା ନାଗରିକମାନଙ୍କର ଏକ ସରକାରୀ କିମ୍ବା ଆଇନସଙ୍ଗତ ଦଳ ) ବିଶୃଙ୍ଖଳ ଜନତା