or_tn/act/17/05.md

3.5 KiB
Raw Permalink Blame History

General Information:

ଏଠାରେ “ସେମାନେ” ଶବ୍ଦଟି ଅବିଶ୍ବାସୀ ଯିହୂଦୀମାନଙ୍କୁ ଓ ବଜାରର ଦୁଷ୍ଟ ଲୋକମାନଙ୍କୁ ବୁଝାଏ I

being moved with jealousy

ଈର୍ଷାରେ ଜ୍ବଳିଉଠିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଈର୍ଷା ଲୋକମାନଙ୍କୁ ଠେଲିନିଏ I ବିକଳ୍ପ ଅନୁବାଦ: “ଈର୍ଷାନ୍ବିତ ହେବା” କିମ୍ବା “ ଅତ୍ୟନ୍ତ କ୍ରୋଧିତ ହେବା” (ଦେଖ: rc://*/ta/man/translate/figs-metaphor)

with jealousy

ଏହା ସ୍ପଷ୍ଟଭାବରେ କୁହାଯାଇପାରେ ଯେ ଏହି ଯିହୂଦୀମାନେ ଈର୍ଷାନ୍ବିତ ହୋଇଥିଲେ କାରଣ କେତେକ ଯିହୂଦୀ ଓ ଗ୍ରୀକ୍ ମାନେ ପାଉଲଙ୍କ ସମ୍ବାଦରେ ବିଶ୍ବାସ କରିଥିଲେ I (ଦେଖ: rc://*/ta/man/translate/figs-explicit)

took certain wicked men

ଏଠାରେ “ସାଙ୍ଗରେ ନେଲେ”ର ଅର୍ଥ ନୁହେଁ ଯେ ଯିହୂଦୀ ଲୋକମାନେ ଏହି ଲୋକମାନଙ୍କୁ ବଳପୂର୍ବକ ନେଲେ I ଏହାର ଅର୍ଥ ହେଉଛି ଯେ ଯିହୂଦୀମାନେ ସେମାନଙ୍କୁ ସାହାଯ୍ୟ କରିବାନିମନ୍ତେ ଏହି ଦୁଷ୍ଟ ଲୋକମାନଙ୍କୁ ମତାଇଲେ I

certain wicked men

କେତେକ ଦୁଷ୍ଟ ଲୋକ I ଏଠାରେ “ଲୋକମାନେ” ଶବ୍ଦ ନିର୍ଦ୍ଦିଷ୍ଟଭାବରେ ପୁରୁଷମାନଙ୍କୁ ବୁଝାଏ I

from the marketplace

ସର୍ବସାଧାରଣ ଛକସ୍ଥାନରୁ I ଏହା ବ୍ୟବସାୟର ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈର କିଣାବିକା ଓ ସେବାର ଦିଆନିଆ ହୁଏ I

set the city in an uproar

ଏଠାରେ “ନଗର” ଶବ୍ଦ ନଗରରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଲୋକମାନଙ୍କୁ ଗଣ୍ଡଗୋଳ ପାଇଁ ମତାଇଲେ” କିମ୍ବା “ନଗରର ଲୋକମାନଙ୍କୁ ଦଙ୍ଗା କରିବା ପାଇଁ ମତାଇଲେ” (ଦେଖ : rc://*/ta/man/translate/figs-metonymy)

Assaulting the house

ପ୍ରଚଣ୍ଡ ଭାବରେ ଗୃହକୁ ଆକ୍ରମଣ କରିବା I ସମ୍ଭବତଃ ଏହାର ଅର୍ଥ ହୋଇପାରେ ଯେ ଲୋକମାନେ ଗୃହ ଉପରକୁ ପଥର ଫିଙ୍ଗୁଥିଲେ ଓ ଗୃହର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ I

Jason

ଏହା ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)

out to the people

ସମ୍ଭାବିତ ଅର୍ଥ କିମ୍ବା “ଲୋକମାନେ” ହେଲେ ୧) କୌଣସି ନିଷ୍ପତ୍ତି ନେବାପାଇଁ ଏକତ୍ର ହେଉଥିବା ନାଗରିକମାନଙ୍କର ଏକ ସରକାରୀ କିମ୍ବା ଆଇନସଙ୍ଗତ ଦଳ ) ବିଶୃଙ୍ଖଳ ଜନତା