or_tn/act/17/02.md

1.1 KiB

as his custom was

ଯେପରି ତାଙ୍କର ଅଭ୍ୟାସ ଥିଲା କିମ୍ବା “ଯେପରି ତାଙ୍କର ସାଧାରଣ ରୀତି ଥିଲା I” ଯେଉଁଠି ଯିହୂଦୀମାନେ ରହୁଥିଲେ ସେ ସ୍ଥାନରେ ପାଉଲ ରୀତିମତେ ବିଶ୍ରାମବାରରେ ସମାଜଗୃହକୁ ଯାଉଥିଲେ I

for three Sabbath days

ତିନି ସପ୍ତାହ ଧରି ପ୍ରତ୍ୟେକ ବିଶ୍ରାମବାର ଦିନ

reasoned with them from the scriptures

ଯୀଶୁ ହିଁ ମଶୀହ ବୋଲି ପ୍ରମାଣ କରିବାପାଇଁ ପାଉଲ ଯିହୂଦୀମାନଙ୍କୁ ଶାସ୍ତ୍ର ବୁଝାଉଥିଲେ I (ଦେଖ: rc://*/ta/man/translate/figs-explicit)

reasoned with them

ସେମାନଙ୍କୁ କାରଣଗୁଡ଼ିକ ଦେଖାଇଲେ କିମ୍ବା “ସେମାନଙ୍କ ସହିତ ବାଦାନୁବାଦ କଲେ” କିମ୍ବା “ସେମାନଙ୍କ ସହିତ ଆଲୋଚନା କଲେ”