# as his custom was ଯେପରି ତାଙ୍କର ଅଭ୍ୟାସ ଥିଲା କିମ୍ବା “ଯେପରି ତାଙ୍କର ସାଧାରଣ ରୀତି ଥିଲା I” ଯେଉଁଠି ଯିହୂଦୀମାନେ ରହୁଥିଲେ ସେ ସ୍ଥାନରେ ପାଉଲ ରୀତିମତେ ବିଶ୍ରାମବାରରେ ସମାଜଗୃହକୁ ଯାଉଥିଲେ I # for three Sabbath days ତିନି ସପ୍ତାହ ଧରି ପ୍ରତ୍ୟେକ ବିଶ୍ରାମବାର ଦିନ # reasoned with them from the scriptures ଯୀଶୁ ହିଁ ମଶୀହ ବୋଲି ପ୍ରମାଣ କରିବାପାଇଁ ପାଉଲ ଯିହୂଦୀମାନଙ୍କୁ ଶାସ୍ତ୍ର ବୁଝାଉଥିଲେ I (ଦେଖ: [[rc://*/ta/man/translate/figs-explicit]]) # reasoned with them ସେମାନଙ୍କୁ କାରଣଗୁଡ଼ିକ ଦେଖାଇଲେ କିମ୍ବା “ସେମାନଙ୍କ ସହିତ ବାଦାନୁବାଦ କଲେ” କିମ୍ବା “ସେମାନଙ୍କ ସହିତ ଆଲୋଚନା କଲେ”