1.9 KiB
1.9 KiB
General Information:
ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ଶୀଲାଙ୍କୁ ବୁଝାଏ I ପ୍ରେରିତ ୧୬:୪୦କୁ ତୁଳନା କର I “ସେମାନଙ୍କୁ” ଶବ୍ଦଟି ଥେସଲନୀକୀର ସମାଜଗୃହରେ ଥିବା ଯିହୂଦୀମାନଙ୍କୁ ବୁଝାଏ I
Connecting Statement:
ଏହା ପାଉଲ, ଶୀଲା ଓ ତୀମଥିଙ୍କ ପ୍ରଚାର ଯାତ୍ରାର ବିବରଣୀ ଜାରିରଖୁଛି I ସେମାନେ ସ୍ପଷ୍ଟ ଭାବରେ ଲୂକଙ୍କ ବ୍ୟତୀତ ଥେସଲନୀକୀରେ ପହଞ୍ଚୁଛନ୍ତି, ଯେହେତୁ ସେ “ଆମ୍ଭେମାନେ” ବୋଲି ନ କହି “ସେମାନେ” ବୋଲି କହୁଛନ୍ତି I
Now
ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲେଖକ ଲୂକ, ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I
passed through
ଦେଇ ଯାତ୍ରା କଲେ
cities of Amphipolis and Apollonia
ଏଗୁଡିକ ମାକିଦନିଆର ଉପକୂଳବର୍ତ୍ତୀ ନଗର ସମୂହ I (ଦେଖ: rc://*/ta/man/translate/translate-names)
they came to the city
ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ନଗରକୁ ଆସିଲେ” କିମ୍ବା “ସେମାନେ ନଗରରେ ପହଞ୍ଚିଲେ” (ଦେଖ: rc://*/ta/man/translate/figs-go)