or_tn/act/16/38.md

812 B

when they heard that Paul and Silas were Romans, they were afraid

ରୋମୀୟ ହେବାର ଅର୍ଥ ହେଉଛି ସାମ୍ରାଜ୍ୟର ଆଇନସମ୍ମତ ନାଗରିକ ହେବା I ନାଗରିକତା ନିର୍ଯାତନାରୁ ମୁକ୍ତି ଓ ଯଥାର୍ଥ ବିଚାର ନିମନ୍ତେ ଅଧିକାର ଦେଉଥିଲା I ନଗରର ନେତାମାନେ ଭୟ କରୁଥିଲେ ଯେ ଉଚ୍ଚ ପଦସ୍ଥ ରୋମୀୟ ଅଧିକାରୀମାନେ ଜାଣିଯିବେ ଯେ ନଗରର ନେତାମାନେ କିପରି ପାଉଲ ଓ ଶୀଲାଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି I (ଦେଖ: rc://*/ta/man/translate/figs-explicit)