or_tn/act/16/38.md

4 lines
812 B
Markdown
Raw Permalink Normal View History

2020-11-19 00:15:53 +00:00
# when they heard that Paul and Silas were Romans, they were afraid
ରୋମୀୟ ହେବାର ଅର୍ଥ ହେଉଛି ସାମ୍ରାଜ୍ୟର ଆଇନସମ୍ମତ ନାଗରିକ ହେବା I ନାଗରିକତା ନିର୍ଯାତନାରୁ ମୁକ୍ତି ଓ ଯଥାର୍ଥ ବିଚାର ନିମନ୍ତେ ଅଧିକାର ଦେଉଥିଲା I ନଗରର ନେତାମାନେ ଭୟ କରୁଥିଲେ ଯେ ଉଚ୍ଚ ପଦସ୍ଥ ରୋମୀୟ ଅଧିକାରୀମାନେ ଜାଣିଯିବେ ଯେ ନଗରର ନେତାମାନେ କିପରି ପାଉଲ ଓ ଶୀଲାଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି I (ଦେଖ: [[rc://*/ta/man/translate/figs-explicit]])