or_tn/act/16/30.md

528 B

brought them out

ସେମାନଙ୍କୁ କାରାଗାର ବାହାରକୁ ନେଇଗଲେ

what must I do to be saved

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ମୋତେ ମୋର ପାପରୁ ପରିତ୍ରାଣ କରିବେ ସେଥି ନିମନ୍ତେ ମୁଁ କ’ଣ କରିବି” (ଦେଖ: rc://*/ta/man/translate/figs-activepassive)