# brought them out ସେମାନଙ୍କୁ କାରାଗାର ବାହାରକୁ ନେଇଗଲେ # what must I do to be saved ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ମୋତେ ମୋର ପାପରୁ ପରିତ୍ରାଣ କରିବେ ସେଥି ନିମନ୍ତେ ମୁଁ କ’ଣ କରିବି” (ଦେଖ: [[rc://*/ta/man/translate/figs-activepassive]])