or_tn/act/16/29.md

1.1 KiB

called for lights

କାରାରକ୍ଷକ କାହିଁକି ଆଲୁଅ ଲୋଡିଲେ ତା’ର କାରଣ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଲୁଅ ଆଣିବାପାଇଁ ଜଣେ କାହାକୁ ଡାକିଲେ ଯେପରି ସେ ଦେଖିପାରିବେ ଯେ କିଏ ଏପର୍ଯ୍ୟନ୍ତ କାରାଗାର ଭିତରେ ଅଛି” (ଦେଖ: rc://*/ta/man/translate/figs-explicit)

for lights

“ଦୀପ” ଶବ୍ଦଟି କିଛି ଜିନିଷକୁ ବୁଝାଏ ଯାହା ଆଲୁଅ ଦିଏ I ବିକଳ୍ପ ଅନୁବାଦ: “ମଶାଲ ପାଇଁ” କିମ୍ବା “ବତୀ ପାଇଁ” (ଦେଖ: rc://*/ta/man/translate/figs-metonymy)

rushed in

ଶୀଘ୍ର କାରାଗାର ଭିତରେ ପ୍ରବେଶ କଲେ

fell down before Paul and Silas

ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ି କାରାରକ୍ଷକ ଆପଣାକୁ ନମ୍ର କଲେ I (ଦେଖ: rc://*/ta/man/translate/translate-symaction)