or_tn/act/16/29.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# called for lights
କାରାରକ୍ଷକ କାହିଁକି ଆଲୁଅ ଲୋଡିଲେ ତା’ର କାରଣ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଲୁଅ ଆଣିବାପାଇଁ ଜଣେ କାହାକୁ ଡାକିଲେ ଯେପରି ସେ ଦେଖିପାରିବେ ଯେ କିଏ ଏପର୍ଯ୍ୟନ୍ତ କାରାଗାର ଭିତରେ ଅଛି” (ଦେଖ: [[rc://*/ta/man/translate/figs-explicit]])
# for lights
“ଦୀପ” ଶବ୍ଦଟି କିଛି ଜିନିଷକୁ ବୁଝାଏ ଯାହା ଆଲୁଅ ଦିଏ I ବିକଳ୍ପ ଅନୁବାଦ: “ମଶାଲ ପାଇଁ” କିମ୍ବା “ବତୀ ପାଇଁ” (ଦେଖ: [[rc://*/ta/man/translate/figs-metonymy]])
# rushed in
ଶୀଘ୍ର କାରାଗାର ଭିତରେ ପ୍ରବେଶ କଲେ
# fell down before Paul and Silas
ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ି କାରାରକ୍ଷକ ଆପଣାକୁ ନମ୍ର କଲେ I (ଦେଖ: [[rc://*/ta/man/translate/translate-symaction]])