or_tn/act/16/27.md

12 lines
1.0 KiB
Markdown

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ପୁଣି କାରାରକ୍ଷକଙ୍କ ବ୍ୟତୀତ ଅନ୍ୟ ସମସ୍ତ ବନ୍ଦୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
# The jailer was awakened from sleep
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରାରକ୍ଷକ ନିଦ୍ରାରୁ ଉଠିଲେ” (ଦେଖ: [[rc://*/ta/man/translate/figs-activepassive]])
# was about to kill himself
ଆପଣାକୁ ବଧ କରିବାପାଇଁ ପ୍ରସ୍ତୁତ ଥିଲେ I କାରାରକ୍ଷକ ବନ୍ଦୀମାନେ ଖସି ପଳାଇଯିବାର ପରିଣାମଜନିତ ଦଣ୍ଡଭୋଗ କରିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ଅଧିକ ପ୍ରିୟ ମଣିଲେ I