or_tn/act/16/27.md

1.0 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦ ପାଉଲ ଓ ଶୀଲାଙ୍କୁ ପୁଣି କାରାରକ୍ଷକଙ୍କ ବ୍ୟତୀତ ଅନ୍ୟ ସମସ୍ତ ବନ୍ଦୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

The jailer was awakened from sleep

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରାରକ୍ଷକ ନିଦ୍ରାରୁ ଉଠିଲେ” (ଦେଖ: rc://*/ta/man/translate/figs-activepassive)

was about to kill himself

ଆପଣାକୁ ବଧ କରିବାପାଇଁ ପ୍ରସ୍ତୁତ ଥିଲେ I କାରାରକ୍ଷକ ବନ୍ଦୀମାନେ ଖସି ପଳାଇଯିବାର ପରିଣାମଜନିତ ଦଣ୍ଡଭୋଗ କରିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ଅଧିକ ପ୍ରିୟ ମଣିଲେ I