or_tn/act/16/26.md

16 lines
1.2 KiB
Markdown

# earthquake, so that the foundations of the prison were shaken
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭୂମିକମ୍ପ ଯାହା କାରାଗାରର ମୂଳଦୁଆକୁ ଦୋହଲାଇଦେଲା” (ଦେଖ: [[rc://*/ta/man/translate/figs-activepassive]])
# the foundations of the prison
ଯେତେବେଳେ ମୂଳଦୁଆ ଦୋହଲିଗଲା, ଏହା ସମଗ୍ର ବନ୍ଦୀଶାଳାକୁ ଦୋହଲାଇଦେଲା I (ଦେଖ: [[rc://*/ta/man/translate/figs-synecdoche]])
# all the doors were opened
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସବୁ ଦ୍ବାରଗୁଡ଼ିକ ଖୋଲିଗଲା” (ଦେଖ: [[rc://*/ta/man/translate/figs-activepassive]])
# everyone's chains were unfastened
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା” I