or_tn/act/16/26.md

1.2 KiB

earthquake, so that the foundations of the prison were shaken

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଭୂମିକମ୍ପ ଯାହା କାରାଗାରର ମୂଳଦୁଆକୁ ଦୋହଲାଇଦେଲା” (ଦେଖ: rc://*/ta/man/translate/figs-activepassive)

the foundations of the prison

ଯେତେବେଳେ ମୂଳଦୁଆ ଦୋହଲିଗଲା, ଏହା ସମଗ୍ର ବନ୍ଦୀଶାଳାକୁ ଦୋହଲାଇଦେଲା I (ଦେଖ: rc://*/ta/man/translate/figs-synecdoche)

all the doors were opened

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସବୁ ଦ୍ବାରଗୁଡ଼ିକ ଖୋଲିଗଲା” (ଦେଖ: rc://*/ta/man/translate/figs-activepassive)

everyone's chains were unfastened

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା” I