or_tn/act/16/22.md

716 B

General Information:

ଏଠାରେ “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ଶୀଲାଙ୍କୁ ବୁଝାଏ I ଏଠାରେ “ସେମାନଙ୍କୁ” ଶବ୍ଦ ସୈନ୍ୟମାନଙ୍କୁ ବୁଝାଏ I

commanded them to be beaten with rods

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ବେତ୍ରାଘାତ କରିବାପାଇଁ ସୈନ୍ୟମାନଙ୍କୁ ଅଜ୍ଞା ଦେଲେ” (ଦେଖ: rc://*/ta/man/translate/figs-activepassive)