# General Information: ଏଠାରେ “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ଶୀଲାଙ୍କୁ ବୁଝାଏ I ଏଠାରେ “ସେମାନଙ୍କୁ” ଶବ୍ଦ ସୈନ୍ୟମାନଙ୍କୁ ବୁଝାଏ I # commanded them to be beaten with rods ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ବେତ୍ରାଘାତ କରିବାପାଇଁ ସୈନ୍ୟମାନଙ୍କୁ ଅଜ୍ଞା ଦେଲେ” (ଦେଖ: [[rc://*/ta/man/translate/figs-activepassive]])