or_tn/act/16/20.md

662 B

When they had brought them to the magistrates

ଯେତେବେଳେ ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣିଲେ”

magistrates

ଶାସନକର୍ତ୍ତାମାନେ, ବିଚାରକର୍ତ୍ତାମାନେ

These men are stirring up our city

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ନଗରର ଲୋକମାନଙ୍କୁ ଓ ଏହାକୁ ଶାସନ କରୁଥିବା ବିଚାରକର୍ତ୍ତାମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)