or_tn/act/16/20.md

12 lines
662 B
Markdown
Raw Permalink Normal View History

2020-11-19 00:15:53 +00:00
# When they had brought them to the magistrates
ଯେତେବେଳେ ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣିଲେ”
# magistrates
ଶାସନକର୍ତ୍ତାମାନେ, ବିଚାରକର୍ତ୍ତାମାନେ
# These men are stirring up our city
ଏଠାରେ “ଆମ୍ଭମାନଙ୍କ” ଶବ୍ଦ ନଗରର ଲୋକମାନଙ୍କୁ ଓ ଏହାକୁ ଶାସନ କରୁଥିବା ବିଚାରକର୍ତ୍ତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])