or_tn/act/16/18.md

12 lines
840 B
Markdown

# But Paul, being greatly annoyed by her, turned
ଏହା କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ସେ ପାଉଲଙ୍କୁ ଅଧିକ ବିରକ୍ତ କଲା, ତେଣୁ ସେ ବୁଲିପଡ଼ିଲେ” (ଦେଖ: [[rc://*/ta/man/translate/figs-activepassive]])
# in the name of Jesus Christ
ଏଠାରେ “ନାମ” ଶବ୍ଦଟି ଅଧିକାର ସହିତ କହିବା ବା ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିନିଧି ଭାବେ କହିବାକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# it came out right away
ଆତ୍ମାଟି ସେହି ମୁହୂର୍ତ୍ତରେ ବାହାରିଆସିଲା