or_tn/act/16/18.md

840 B

But Paul, being greatly annoyed by her, turned

ଏହା କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ସେ ପାଉଲଙ୍କୁ ଅଧିକ ବିରକ୍ତ କଲା, ତେଣୁ ସେ ବୁଲିପଡ଼ିଲେ” (ଦେଖ: rc://*/ta/man/translate/figs-activepassive)

in the name of Jesus Christ

ଏଠାରେ “ନାମ” ଶବ୍ଦଟି ଅଧିକାର ସହିତ କହିବା ବା ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିନିଧି ଭାବେ କହିବାକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

it came out right away

ଆତ୍ମାଟି ସେହି ମୁହୂର୍ତ୍ତରେ ବାହାରିଆସିଲା