or_tn/act/16/06.md

977 B
Raw Permalink Blame History

Phrygia

ଏହା ଏସିଆର ଏକ ଅଞ୍ଚଳ I ତୁମେ ଏହି ନାମକୁ ପ୍ରେରିତ :୧୦ରେ କିପରି ଅନୁବାଦ କଲ ତାହା ଦେଖ I

they had been forbidden by the Holy Spirit

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ବାରଣ କରିଥିଲେ” କିମ୍ବା “ପବିତ୍ର ଆତ୍ମା ସେମାନଙ୍କୁ ଅନୁମତି ଦେଇ ନ ଥିଲେ” (ଦେଖ: rc://*/ta/man/translate/figs-activepassive)

the word

ଏଠାରେ “ବାକ୍ୟ” ଶବ୍ଦ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)