# Phrygia ଏହା ଏସିଆର ଏକ ଅଞ୍ଚଳ I ତୁମେ ଏହି ନାମକୁ [ପ୍ରେରିତ ୨:୧୦](../02/10.md)ରେ କିପରି ଅନୁବାଦ କଲ ତାହା ଦେଖ I # they had been forbidden by the Holy Spirit ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ବାରଣ କରିଥିଲେ” କିମ୍ବା “ପବିତ୍ର ଆତ୍ମା ସେମାନଙ୍କୁ ଅନୁମତି ଦେଇ ନ ଥିଲେ” (ଦେଖ: [[rc://*/ta/man/translate/figs-activepassive]]) # the word ଏଠାରେ “ବାକ୍ୟ” ଶବ୍ଦ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: [[rc://*/ta/man/translate/figs-metonymy]])