or_tn/act/15/29.md

886 B

from things sacrificed to idols

ଏହାର ଅର୍ଥ ଏହି ଯେ ସେମାନେ ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ମାଂସ ଖାଇ ପାରିବେ ନାହିଁ I

blood

ଏହା ରକ୍ତ ପାନ କରିବାକୁ କିମ୍ବା ରକ୍ତ ନିଷ୍କାସିତ ହୋଇ ନ ଥିବା ମାଂସ ଖାଇବାକୁ ବୁଝାଏ I (ଦେଖ: rc://*/ta/man/translate/figs-explicit)

things strangled

ଶ୍ବାସରୋଧ କରି ପଶୁଟିକୁ ବଧ କରାଯାଇଛି କିନ୍ତୁ ତାହାର ରକ୍ତ ନିଷ୍କାସିତ ହୋଇନାହିଁ I

Farewell

ଏହା ପତ୍ରଟିର ସମାପ୍ତି ଘୋଷଣା କରୁଛି I ବିକଳ୍ପ ଅନୁବାଦ: “ବିଦାୟ”