# from things sacrificed to idols ଏହାର ଅର୍ଥ ଏହି ଯେ ସେମାନେ ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ମାଂସ ଖାଇ ପାରିବେ ନାହିଁ I # blood ଏହା ରକ୍ତ ପାନ କରିବାକୁ କିମ୍ବା ରକ୍ତ ନିଷ୍କାସିତ ହୋଇ ନ ଥିବା ମାଂସ ଖାଇବାକୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]]) # things strangled ଶ୍ବାସରୋଧ କରି ପଶୁଟିକୁ ବଧ କରାଯାଇଛି କିନ୍ତୁ ତାହାର ରକ୍ତ ନିଷ୍କାସିତ ହୋଇନାହିଁ I # Farewell ଏହା ପତ୍ରଟିର ସମାପ୍ତି ଘୋଷଣା କରୁଛି I ବିକଳ୍ପ ଅନୁବାଦ: “ବିଦାୟ”