or_tn/act/15/19.md

16 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ଆମ୍ଭେମାନେ” ଯାକୁବ, ପ୍ରେରିତଗଣ ଓ ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# Connecting Statement:
ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବା ଶେଷ କରୁଛନ୍ତି I (ଦେଖ: [ପ୍ରେରିତ ୧୫:](../15/02.md) and [ପ୍ରେରିତ ୧୫:୧୩](./13.md))
# we should not trouble those of the Gentiles
ଯାକୁବ କି ପ୍ରକାରେ ବିଜାତିମାନଙ୍କୁ କଷ୍ଟ ଦେବାପାଇଁ ଚାହୁଁନାହାଁନ୍ତି ତାହା ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଜାତିମାନଙ୍କୁ ସୁନ୍ନତ ହେବାକୁ ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା ଉଚିତ ନୁହଁ” (ଦେଖ: [[rc://*/ta/man/translate/figs-explicit]])
# who turn to God
ଈଶ୍ବରଙ୍କ ଅଜ୍ଞାପାଳନ କରିବାକୁ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ସତେ ଯେପରି ସେହି ବ୍ୟକ୍ତି ଶାରୀରିକ ଭାବରେ ଈଶ୍ବରଙ୍କ ଆଡ଼କୁ ଫେରୁଅଛି I (ଦେଖ: [[rc://*/ta/man/translate/figs-metaphor]])