# General Information: ଏଠାରେ “ଆମ୍ଭେମାନେ” ଯାକୁବ, ପ୍ରେରିତଗଣ ଓ ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]]) # Connecting Statement: ଯାକୁବ ପ୍ରେରିତ ଓ ପ୍ରାଚୀନମାନଙ୍କୁ କହିବା ଶେଷ କରୁଛନ୍ତି I (ଦେଖ: [ପ୍ରେରିତ ୧୫:୨](../15/02.md) and [ପ୍ରେରିତ ୧୫:୧୩](./13.md)) # we should not trouble those of the Gentiles ଯାକୁବ କି ପ୍ରକାରେ ବିଜାତିମାନଙ୍କୁ କଷ୍ଟ ଦେବାପାଇଁ ଚାହୁଁନାହାଁନ୍ତି ତାହା ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଜାତିମାନଙ୍କୁ ସୁନ୍ନତ ହେବାକୁ ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା ଉଚିତ ନୁହଁ” (ଦେଖ: [[rc://*/ta/man/translate/figs-explicit]]) # who turn to God ଈଶ୍ବରଙ୍କ ଅଜ୍ଞାପାଳନ କରିବାକୁ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ବିଷୟରେ କୁହାଯାଏ ସତେ ଯେପରି ସେହି ବ୍ୟକ୍ତି ଶାରୀରିକ ଭାବରେ ଈଶ୍ବରଙ୍କ ଆଡ଼କୁ ଫେରୁଅଛି I (ଦେଖ: [[rc://*/ta/man/translate/figs-metaphor]])