or_tn/act/15/17.md

1.6 KiB

the remnant of men may seek the Lord

ଏହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କ ବିଷୟରେ ଅଧିକ ଶିକ୍ଷା କରିବାକୁ ଚାହୁଁଥିବା ସମ୍ବନ୍ଧରେ କହୁଅଛି ସତେ ଯେପରି ସେମାନେ ଆକ୍ଷରିକ ଭାବରେ ତାହାଙ୍କର ଅନ୍ବେଷଣ କରୁଥିଲେ I (ଦେଖ: rc://*/ta/man/translate/figs-metaphor)

remnant of men

ଏଠାରେ “ଲୋକେ” ପୁରୁଷ ଓ ସ୍ତ୍ରୀଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅବଶିଷ୍ଟାଂଶ ଲୋକେ” (ଦେଖ: rc://*/ta/man/translate/figs-gendernotations)

may seek the Lord

ଈଶ୍ବର ଆପଣା ସମ୍ବନ୍ଧରେ ତୃତୀୟ ପୁରୁଷରେ କହୁଛନ୍ତି I ବିକଳ୍ପ ଅନୁବାଦ: ‘ମୋତେ, ଅର୍ଥାତ୍ ପ୍ରଭୁଙ୍କୁ ଅନ୍ବେଷଣ କରିବେ” (ଦେଖ: rc://*/ta/man/translate/figs-123person)

including all the Gentiles called by my name

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ନାମରେ ଖ୍ୟାତ ସମସ୍ତ ବିଜାତି ଅନ୍ତର୍ଭୁକ୍ତ” (ଦେଖ: rc://*/ta/man/translate/figs-activepassive)

my name

ଏଠାରେ “ଆମ୍ଭ ନାମ” ଈଶ୍ବରଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)