or_tn/act/15/17.md

20 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# the remnant of men may seek the Lord
ଏହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କ ବିଷୟରେ ଅଧିକ ଶିକ୍ଷା କରିବାକୁ ଚାହୁଁଥିବା ସମ୍ବନ୍ଧରେ କହୁଅଛି ସତେ ଯେପରି ସେମାନେ ଆକ୍ଷରିକ ଭାବରେ ତାହାଙ୍କର ଅନ୍ବେଷଣ କରୁଥିଲେ I (ଦେଖ: [[rc://*/ta/man/translate/figs-metaphor]])
# remnant of men
ଏଠାରେ “ଲୋକେ” ପୁରୁଷ ଓ ସ୍ତ୍ରୀଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅବଶିଷ୍ଟାଂଶ ଲୋକେ” (ଦେଖ: [[rc://*/ta/man/translate/figs-gendernotations]])
# may seek the Lord
ଈଶ୍ବର ଆପଣା ସମ୍ବନ୍ଧରେ ତୃତୀୟ ପୁରୁଷରେ କହୁଛନ୍ତି I ବିକଳ୍ପ ଅନୁବାଦ: ‘ମୋତେ, ଅର୍ଥାତ୍ ପ୍ରଭୁଙ୍କୁ ଅନ୍ବେଷଣ କରିବେ” (ଦେଖ: [[rc://*/ta/man/translate/figs-123person]])
# including all the Gentiles called by my name
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ନାମରେ ଖ୍ୟାତ ସମସ୍ତ ବିଜାତି ଅନ୍ତର୍ଭୁକ୍ତ” (ଦେଖ: [[rc://*/ta/man/translate/figs-activepassive]])
# my name
ଏଠାରେ “ଆମ୍ଭ ନାମ” ଈଶ୍ବରଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])