or_tn/act/15/10.md

2.0 KiB

General Information:

“ଆମ୍ଭମାନଙ୍କର” ଓ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରି ପିତର ନିଜକୁ ଶ୍ରୋତାମାନଙ୍କ ସହିତ ସାମିଲ୍ କରନ୍ତି I (ଦେଖ: rc://*/ta/man/translate/figs-inclusive)

Connecting Statement:

ପିତର ପ୍ରେରିତ ଓ ପ୍ରାଚୀନମାନଙ୍କୁ କଥା କହିବା ଶେଷ କରୁଛନ୍ତି I

Now

ଏହାର ଅର୍ଥ “ଏହି ମୂହୁର୍ତ୍ତରେ” ନୁହେଁ, କିନ୍ତୁ ତଳେ କୁହାଯାଇଥିବା ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବାପାଇଁ ବ୍ୟବହାର କରାଯାଇଛି I

why do you test God, that you should put a yoke upon the neck of the disciples which neither our fathers nor we were able to bear?

ପିତର ଏକ ଶବ୍ଦଚିତ୍ର ସହ ଗୋଟିଏ ପ୍ରଶ୍ନ ପଚାରି ଯିହୂଦୀ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ପରିତ୍ରାଣ ପ୍ରାପ୍ତି ନିମନ୍ତେ ସୁନ୍ନତ ବିଧି ପାଳନ କରିବା ପାଇଁ ଅଣଯିହୂଦୀମାନଙ୍କୁ ସେମାନେ ବାଧ୍ୟ ନ କରନ୍ତୁ I ବିକଳ୍ପ ଅନୁବାଦ: “ଯେଉଁ ବୋଝ ଆମେ ଯିହୂଦୀମାନେ ବୋହିବାକୁ ଅସମର୍ଥ ହେଲୁ, ସେହି ପ୍ରକାର ଏକ ବୋଝ ଅଣଯିହୂଦୀ ବିଶ୍ବାସୀମାନଙ୍କ ଉପରେ ଦେଇ ଈଶ୍ବରଙ୍କୁ ପରୀକ୍ଷା କରନ୍ତୁ ନାହିଁ,!” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])

our fathers

ଏହା ସେମାନଙ୍କର ଯିହୂଦୀ ପିତୃପୁରୁଷମାନଙ୍କୁ ବୁଝାଏ I