20 lines
2.0 KiB
Markdown
20 lines
2.0 KiB
Markdown
|
# General Information:
|
||
|
|
||
|
“ଆମ୍ଭମାନଙ୍କର” ଓ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରି ପିତର ନିଜକୁ ଶ୍ରୋତାମାନଙ୍କ ସହିତ ସାମିଲ୍ କରନ୍ତି I (ଦେଖ: [[rc://*/ta/man/translate/figs-inclusive]])
|
||
|
|
||
|
# Connecting Statement:
|
||
|
|
||
|
ପିତର ପ୍ରେରିତ ଓ ପ୍ରାଚୀନମାନଙ୍କୁ କଥା କହିବା ଶେଷ କରୁଛନ୍ତି I
|
||
|
|
||
|
# Now
|
||
|
|
||
|
ଏହାର ଅର୍ଥ “ଏହି ମୂହୁର୍ତ୍ତରେ” ନୁହେଁ, କିନ୍ତୁ ତଳେ କୁହାଯାଇଥିବା ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବାପାଇଁ ବ୍ୟବହାର କରାଯାଇଛି I
|
||
|
|
||
|
# why do you test God, that you should put a yoke upon the neck of the disciples which neither our fathers nor we were able to bear?
|
||
|
|
||
|
ପିତର ଏକ ଶବ୍ଦଚିତ୍ର ସହ ଗୋଟିଏ ପ୍ରଶ୍ନ ପଚାରି ଯିହୂଦୀ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ପରିତ୍ରାଣ ପ୍ରାପ୍ତି ନିମନ୍ତେ ସୁନ୍ନତ ବିଧି ପାଳନ କରିବା ପାଇଁ ଅଣଯିହୂଦୀମାନଙ୍କୁ ସେମାନେ ବାଧ୍ୟ ନ କରନ୍ତୁ I ବିକଳ୍ପ ଅନୁବାଦ: “ଯେଉଁ ବୋଝ ଆମେ ଯିହୂଦୀମାନେ ବୋହିବାକୁ ଅସମର୍ଥ ହେଲୁ, ସେହି ପ୍ରକାର ଏକ ବୋଝ ଅଣଯିହୂଦୀ ବିଶ୍ବାସୀମାନଙ୍କ ଉପରେ ଦେଇ ଈଶ୍ବରଙ୍କୁ ପରୀକ୍ଷା କରନ୍ତୁ ନାହିଁ,!” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-metaphor]])
|
||
|
|
||
|
# our fathers
|
||
|
|
||
|
ଏହା ସେମାନଙ୍କର ଯିହୂଦୀ ପିତୃପୁରୁଷମାନଙ୍କୁ ବୁଝାଏ I
|