or_tn/act/15/09.md

1.0 KiB

made no distinction

ଈଶ୍ବର ଯିହୂଦୀ ବିଶ୍ବାସୀମାନଙ୍କୁ ବିଜାତି ବିଶ୍ବାସୀମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କଲେ ନାହିଁ I

making their hearts clean by faith

ଈଶ୍ବର ବିଜାତିମାନଙ୍କର ପାପ କ୍ଷମା କରିବା ବିଷୟକୁ ଏପରି କୁହାଯାଇଛି ସତେ ଯେପରି ସେ ଆକ୍ଷରିକ ଭାବରେ ସେମାନଙ୍କର ପାପସବୁ ଧୋଇଦେଲେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରାତ୍ମାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପ କ୍ଷମା କଲେ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])