or_tn/act/15/09.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# made no distinction
ଈଶ୍ବର ଯିହୂଦୀ ବିଶ୍ବାସୀମାନଙ୍କୁ ବିଜାତି ବିଶ୍ବାସୀମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କଲେ ନାହିଁ I
# making their hearts clean by faith
ଈଶ୍ବର ବିଜାତିମାନଙ୍କର ପାପ କ୍ଷମା କରିବା ବିଷୟକୁ ଏପରି କୁହାଯାଇଛି ସତେ ଯେପରି ସେ ଆକ୍ଷରିକ ଭାବରେ ସେମାନଙ୍କର ପାପସବୁ ଧୋଇଦେଲେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରାତ୍ମାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପ କ୍ଷମା କଲେ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])