or_tn/act/14/intro.md

2.0 KiB

ପ୍ରେରିତ ୧୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ତାହାଙ୍କ ଅନୁଗ୍ରହର ସମ୍ବାଦ”

ଯୀଶୁଙ୍କର ସମ୍ବାଦ ହେଉଛି ଈଶ୍ବରଙ୍କ ସମ୍ବାଦ ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ଈଶ୍ବର ସେମାନଙ୍କୁ ଅନୁଗ୍ରହ ଦେଖାଇବେ I(ଦେଖ: [[rc:///tw/dict/bible/kt/grace]] ଓ [[rc:///tw/dict/bible/kt/believe]])

ବୁଧ ଓ ବୃହସ୍ପତି

ରୋମ୍ ସାମ୍ରାଜ୍ୟର ବିଜାତିମାନେ ବିଭିନ୍ନ ପ୍ରକାର ମିଥ୍ୟା ଦେବତାମାନଙ୍କର ଉପାସନା କରୁଥିଲେ ଯେଉଁମାନଙ୍କର ପ୍ରକୃତରେ ଅସ୍ତିତ୍ବ ନ ଥିଲା I ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ “ଜୀବିତ ଈଶ୍ବର”ଙ୍କଠାରେ ବିଶ୍ବାସ କରିବାକୁ କହିଥିଲେ I (ଦେଖ: rc://*/tw/dict/bible/kt/falsegod)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

""ଆମ୍ଭମାନଙ୍କୁ ଅନେକ କ୍ଲେଶ ମଧ୍ୟଦେଇ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ I""

ଆପଣା ମୃତ୍ୟୁ ପୂର୍ବରୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ତାହାଙ୍କୁ ଅନୁଗମନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଡନା ଭୋଗ କରିବ I ପାଉଲ ସେହି ସମାନ ବିଷୟକୁ ଭିନ୍ନ ଶବ୍ଦରେ କହୁଛନ୍ତି I