or_tn/act/14/11.md

1.5 KiB

what Paul had done

ଏହା ପାଉଲ ଖଞ୍ଜ ଲୋକଟିକୁ ସୁସ୍ଥ କରିବା ବିଷୟକୁ ବୁଝାଏ I

they raised their voice

ସ୍ବର ଉଠାଇବାର ଅର୍ଥ ଉଚ୍ଚ ସ୍ବରରେ କହିବା I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚ ସ୍ବରରେ କହିଲେ” (See: rc://*/ta/man/translate/figs-idiom)

The gods have come down to us

ବହୁସଂଖ୍ୟକ ଲୋକ ବିଶ୍ବାସ କଲେ ଯେ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କର ବିଜାତି ଦେବତା ଗଣ, ଯେଉଁମାନେ ସ୍ବର୍ଗରୁ ଓହ୍ଲାଇ ଆସିଅଛନ୍ତି I ବିକଳ୍ପ ଅନୁବାଦ: “ଦେବତାମାନେ ସ୍ବର୍ଗରୁ ଆମ୍ଭମାନଙ୍କ ନିକଟକୁ ଆସିଛନ୍ତି” (ଦେଖ: rc://*/ta/man/translate/figs-explicit)

in the dialect of Lycaonia

ସେମାନଙ୍କ ଆପଣାର ଲୁକାୟନିଆ ଭାଷାରେ I ଲୁସ୍ତ୍ରାର ଲୋକମାନେ ଲୁକାୟନିଆ ଓ ଗ୍ରୀକ୍ ମଧ୍ୟ କହୁଥିଲେ I

in the form of men

ଏହି ଲୋକମାନେ ବିଶ୍ବାସ କରିଥିଲେ ଯେ ମନୁଷ୍ୟ ଭଳି ଦେଖାଯିବା ନିମନ୍ତେ ଦେବତାମାନଙ୍କୁ ସେମାନଙ୍କର ରୂପ ବଦଳାଇବାକୁ ପଡିଲା I