# what Paul had done ଏହା ପାଉଲ ଖଞ୍ଜ ଲୋକଟିକୁ ସୁସ୍ଥ କରିବା ବିଷୟକୁ ବୁଝାଏ I # they raised their voice ସ୍ବର ଉଠାଇବାର ଅର୍ଥ ଉଚ୍ଚ ସ୍ବରରେ କହିବା I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚ ସ୍ବରରେ କହିଲେ” (See: rc://*/ta/man/translate/figs-idiom) # The gods have come down to us ବହୁସଂଖ୍ୟକ ଲୋକ ବିଶ୍ବାସ କଲେ ଯେ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କର ବିଜାତି ଦେବତା ଗଣ, ଯେଉଁମାନେ ସ୍ବର୍ଗରୁ ଓହ୍ଲାଇ ଆସିଅଛନ୍ତି I ବିକଳ୍ପ ଅନୁବାଦ: “ଦେବତାମାନେ ସ୍ବର୍ଗରୁ ଆମ୍ଭମାନଙ୍କ ନିକଟକୁ ଆସିଛନ୍ତି” (ଦେଖ: [[rc://*/ta/man/translate/figs-explicit]]) # in the dialect of Lycaonia ସେମାନଙ୍କ ଆପଣାର ଲୁକାୟନିଆ ଭାଷାରେ I ଲୁସ୍ତ୍ରାର ଲୋକମାନେ ଲୁକାୟନିଆ ଓ ଗ୍ରୀକ୍ ମଧ୍ୟ କହୁଥିଲେ I # in the form of men ଏହି ଲୋକମାନେ ବିଶ୍ବାସ କରିଥିଲେ ଯେ ମନୁଷ୍ୟ ଭଳି ଦେଖାଯିବା ନିମନ୍ତେ ଦେବତାମାନଙ୍କୁ ସେମାନଙ୍କର ରୂପ ବଦଳାଇବାକୁ ପଡିଲା I