or_tn/act/14/05.md

872 B

General Information:

ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I

attempted to persuade their leaders

ଇକନିୟର ନେତାମାନଙ୍କୁ ହୃଦୟଙ୍ଗମ କରାଇବାକୁ ଚେଷ୍ଟା କଲେ I ଏଠାରେ “ଉଠିଲେ” ସୂଚିତ କରେ ଯେ ପ୍ରେରିତମାନେ ନଗର ଛାଡ଼ିବା ପୂର୍ବରୁ ସେମାନେ ସେମାନଙ୍କୁ ସମ୍ପୂର୍ଣ୍ଣଭାବରେ ମତାଇ ପାରିଲେ ନାହିଁ I

to mistreat and stone Paul and Barnabas

ପାଉଲ ଓ ବର୍ଣ୍ଣବ୍ବାଙ୍କୁ ପ୍ରହାର କରିବାକୁ ଓ ପଥର ଫୋପାଡ଼ି ସେମାନଙ୍କୁ ମାରିବାକୁ