# General Information: ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I # attempted to persuade their leaders ଇକନିୟର ନେତାମାନଙ୍କୁ ହୃଦୟଙ୍ଗମ କରାଇବାକୁ ଚେଷ୍ଟା କଲେ I ଏଠାରେ “ଉଠିଲେ” ସୂଚିତ କରେ ଯେ ପ୍ରେରିତମାନେ ନଗର ଛାଡ଼ିବା ପୂର୍ବରୁ ସେମାନେ ସେମାନଙ୍କୁ ସମ୍ପୂର୍ଣ୍ଣଭାବରେ ମତାଇ ପାରିଲେ ନାହିଁ I # to mistreat and stone Paul and Barnabas ପାଉଲ ଓ ବର୍ଣ୍ଣବ୍ବାଙ୍କୁ ପ୍ରହାର କରିବାକୁ ଓ ପଥର ଫୋପାଡ଼ି ସେମାନଙ୍କୁ ମାରିବାକୁ