or_tn/act/13/48.md

1.1 KiB

praised the word of the Lord

ଏଠାରେ ""ବାକ୍ୟ” ଯୀଶୁଙ୍କ ବିଷୟକ ସମ୍ବାଦକୁ ବୁଝାଏ ଯାହା ସେମାନେ ବିଶ୍ବାସ କରିଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟକ ସମ୍ବାଦ ପାଇଁ ଈଶ୍ବରଙ୍କର ପ୍ରଶଂସା ହେଉ” (ଦେଖ: rc://*/ta/man/translate/figs-metonymy)

As many as were appointed to eternal life

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେତେ ଲୋକଙ୍କୁ ଅନନ୍ତଜୀବନ ପାଇଁ ନିରୁପଣ କରିଥିଲେ ସେମାନେ ବିଶ୍ବାସ କଲେ” କିମ୍ବା “ଅନନ୍ତଜୀବନ ପାଇବାପାଇଁ ଈଶ୍ବର ଯେଉଁ ସମସ୍ତ ଲୋକଙ୍କୁ ମନୋନୀତ କରିଥିଲେ” (ଦେଖ: rc://*/ta/man/translate/figs-activepassive)