or_tn/act/13/48.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# praised the word of the Lord
ଏଠାରେ ""ବାକ୍ୟ” ଯୀଶୁଙ୍କ ବିଷୟକ ସମ୍ବାଦକୁ ବୁଝାଏ ଯାହା ସେମାନେ ବିଶ୍ବାସ କରିଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟକ ସମ୍ବାଦ ପାଇଁ ଈଶ୍ବରଙ୍କର ପ୍ରଶଂସା ହେଉ” (ଦେଖ: [[rc://*/ta/man/translate/figs-metonymy]])
# As many as were appointed to eternal life
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେତେ ଲୋକଙ୍କୁ ଅନନ୍ତଜୀବନ ପାଇଁ ନିରୁପଣ କରିଥିଲେ ସେମାନେ ବିଶ୍ବାସ କଲେ” କିମ୍ବା “ଅନନ୍ତଜୀବନ ପାଇବାପାଇଁ ଈଶ୍ବର ଯେଉଁ ସମସ୍ତ ଲୋକଙ୍କୁ ମନୋନୀତ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])