or_tn/act/13/47.md

1.2 KiB

as a light

ଏଠାରେ ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ବିଷୟକ ସତ୍ୟ ବିଷୟରେ କୁହାଯାଉଛି ଯେ ସତେ ଯେପରି ତାହା ଗୋଟିଏ ଆଲୋକ ଯାହା ଲୋକମାନଙ୍କୁ ଦେଖିବାକୁ ସୁଯୋଗ ଦେଇଥାଏ I (ଦେଖ: rc://*/ta/man/translate/figs-metaphor)

bring salvation to the uttermost parts of the earth

ଗୁଣବାଚକ ଶବ୍ଦ “ପରିତ୍ରାଣ”କୁ “ପରିତ୍ରାଣ କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I “ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ” ବାକ୍ୟାଂଶଟି ସମସ୍ତ ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ପୃଥିବୀର ସମସ୍ତ ସ୍ଥାନରେ ଲୋକମାନଙ୍କୁ କୁହ ଯେ ଆମ୍ଭେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଚାହୁଁଅଛୁ” (ଦେଖ: rc://*/ta/man/translate/figs-abstractnouns)