or_tn/act/13/47.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# as a light
ଏଠାରେ ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ବିଷୟକ ସତ୍ୟ ବିଷୟରେ କୁହାଯାଉଛି ଯେ ସତେ ଯେପରି ତାହା ଗୋଟିଏ ଆଲୋକ ଯାହା ଲୋକମାନଙ୍କୁ ଦେଖିବାକୁ ସୁଯୋଗ ଦେଇଥାଏ I (ଦେଖ: [[rc://*/ta/man/translate/figs-metaphor]])
# bring salvation to the uttermost parts of the earth
ଗୁଣବାଚକ ଶବ୍ଦ “ପରିତ୍ରାଣ”କୁ “ପରିତ୍ରାଣ କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I “ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ” ବାକ୍ୟାଂଶଟି ସମସ୍ତ ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ପୃଥିବୀର ସମସ୍ତ ସ୍ଥାନରେ ଲୋକମାନଙ୍କୁ କୁହ ଯେ ଆମ୍ଭେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଚାହୁଁଅଛୁ” (ଦେଖ: [[rc://*/ta/man/translate/figs-abstractnouns]])