or_tn/act/13/46.md

3.9 KiB

General Information:

“ଆପଣମାନେ” ଶବ୍ଦର ପ୍ରଥମ ଦୁଇଟି ପ୍ରୟୋଗ ବହୁବାଚକ ଅଟେ ଓ ପାଉଲ କଥା କହୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଓ ଆମ୍ଭମାନଙ୍କୁ” ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ କିନ୍ତୁ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଏ ନାହିଁ I ପାଉଲଙ୍କର ଉଦ୍ଧୃତି ପୁରାତନ ନିୟମର ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ନିଆଯାଇଛି I ମୂଳ ଅନୁଛେଦରେ “ଆମ୍ଭେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ ଓ “ତୁମ୍ଭେ” ଶବ୍ଦ ଯାହାକି ଏକବଚନ ଅଟେ ତାହା ମଶୀହଙ୍କୁ ବୁଝାଏ I ଏଠାରେ ପାଉଲ ଓ ବର୍ଣ୍ଣବ୍ବା ଏପରି କହିବା ପରି ଜଣାପଡ଼ୁଛନ୍ତି ଯେ ଉଦ୍ଧୃତିଟି ସେମାନଙ୍କର ସେବାକାର୍ଯ୍ୟକୁ ମଧ୍ୟ ବୁଝାଉଅଛି I (ଦେଖ: rc://*/ta/man/translate/figs-exclusive)

It was necessary

ଏହା ସୂଚିତ କରେ ଯେ ଈଶ୍ବର ଏହା ହେଉ ବୋଲି ଆଜ୍ଞା କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆଜ୍ଞା ଦେଇଥିଲେ” (ଦେଖ: rc://*/ta/man/translate/figs-explicit)

that the word of God should first be spoken to you

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଏଠାରେ “ଈଶ୍ବରଙ୍କ ବାକ୍ୟ” ହେଉଛି “ଈଶ୍ବରଙ୍କଠାରୁ ସମ୍ବାଦ”ର ଏକ ବ୍ୟାପକ ରୂପ I ବିକଳ୍ପ ଅନୁବାଦ: “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ବାଦ କହୁଅଛୁ” କିମ୍ବା “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହୁଅଛୁ” (ଦେଖ: rc://*/ta/man/translate/figs-activepassive)

Seeing you push it away from yourselves

ସେମାନେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିବା ବିଷୟକୁ ଏପରି କୁହାଯାଇଛି ଯେ ସତେ ଯେପରି ଏହା କିଛି ଗୋଟାଏ ଜିନିଷ ଯାହାକୁ ସେମାନେ ଠେଲିଦେଇଛନ୍ତି” ବିକଳ୍ପ ଅନୁବାଦ: ଯେହେତୁ ତୁମେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଅଛ (ଦେଖ: rc://*/ta/man/translate/figs-metaphor)

consider yourselves unworthy of eternal life

ଦେଖାଇଅଛ ଯେ ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ କିମ୍ବା “ଏପରି କାର୍ଯ୍ୟ କରୁଅଛ ସତେ ଯେପରି ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ”

we will turn to the Gentiles

ଆମ୍ଭେମାନେ ବିଜାତିମାନଙ୍କ ନିକଟକୁ ଯିବୁ I ପାଉଲ ଓ ବର୍ଣ୍ଣବ୍ବା କହୁଛନ୍ତି ଯେ ସେମାନେ ବିଜାତିମାନଙ୍କ ନିକଟରେ ପ୍ରଚାର କରିବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଛାଡ଼ି ବିଜାତିମାନଙ୍କ ନିକଟରେ ପ୍ରଚାର କରିବୁ” (ଦେଖ: rc://*/ta/man/translate/figs-explicit)