# General Information: “ଆପଣମାନେ” ଶବ୍ଦର ପ୍ରଥମ ଦୁଇଟି ପ୍ରୟୋଗ ବହୁବାଚକ ଅଟେ ଓ ପାଉଲ କଥା କହୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଓ ଆମ୍ଭମାନଙ୍କୁ” ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ କିନ୍ତୁ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଏ ନାହିଁ I ପାଉଲଙ୍କର ଉଦ୍ଧୃତି ପୁରାତନ ନିୟମର ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ନିଆଯାଇଛି I ମୂଳ ଅନୁଛେଦରେ “ଆମ୍ଭେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ ଓ “ତୁମ୍ଭେ” ଶବ୍ଦ ଯାହାକି ଏକବଚନ ଅଟେ ତାହା ମଶୀହଙ୍କୁ ବୁଝାଏ I ଏଠାରେ ପାଉଲ ଓ ବର୍ଣ୍ଣବ୍ବା ଏପରି କହିବା ପରି ଜଣାପଡ଼ୁଛନ୍ତି ଯେ ଉଦ୍ଧୃତିଟି ସେମାନଙ୍କର ସେବାକାର୍ଯ୍ୟକୁ ମଧ୍ୟ ବୁଝାଉଅଛି I (ଦେଖ: [[rc://*/ta/man/translate/figs-exclusive]]) # It was necessary ଏହା ସୂଚିତ କରେ ଯେ ଈଶ୍ବର ଏହା ହେଉ ବୋଲି ଆଜ୍ଞା କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆଜ୍ଞା ଦେଇଥିଲେ” (ଦେଖ: [[rc://*/ta/man/translate/figs-explicit]]) # that the word of God should first be spoken to you ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଏଠାରେ “ଈଶ୍ବରଙ୍କ ବାକ୍ୟ” ହେଉଛି “ଈଶ୍ବରଙ୍କଠାରୁ ସମ୍ବାଦ”ର ଏକ ବ୍ୟାପକ ରୂପ I ବିକଳ୍ପ ଅନୁବାଦ: “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ବାଦ କହୁଅଛୁ” କିମ୍ବା “ଏହି ଯେ ଆମ୍ଭେମାନେ ପ୍ରଥମେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହୁଅଛୁ” (ଦେଖ: [[rc://*/ta/man/translate/figs-activepassive]]) # Seeing you push it away from yourselves ସେମାନେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିବା ବିଷୟକୁ ଏପରି କୁହାଯାଇଛି ଯେ ସତେ ଯେପରି ଏହା କିଛି ଗୋଟାଏ ଜିନିଷ ଯାହାକୁ ସେମାନେ ଠେଲିଦେଇଛନ୍ତି” ବିକଳ୍ପ ଅନୁବାଦ: ଯେହେତୁ ତୁମେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଅଛ (ଦେଖ: [[rc://*/ta/man/translate/figs-metaphor]]) # consider yourselves unworthy of eternal life ଦେଖାଇଅଛ ଯେ ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ କିମ୍ବା “ଏପରି କାର୍ଯ୍ୟ କରୁଅଛ ସତେ ଯେପରି ତୁମ୍ଭେମାନେ ଅନନ୍ତଜୀବନ ପାଇଁ ଯୋଗ୍ୟ ନୁହଁ” # we will turn to the Gentiles ଆମ୍ଭେମାନେ ବିଜାତିମାନଙ୍କ ନିକଟକୁ ଯିବୁ I ପାଉଲ ଓ ବର୍ଣ୍ଣବ୍ବା କହୁଛନ୍ତି ଯେ ସେମାନେ ବିଜାତିମାନଙ୍କ ନିକଟରେ ପ୍ରଚାର କରିବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଛାଡ଼ି ବିଜାତିମାନଙ୍କ ନିକଟରେ ପ୍ରଚାର କରିବୁ” (ଦେଖ: [[rc://*/ta/man/translate/figs-explicit]])