or_tn/act/13/43.md

16 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# When the synagogue meeting ended
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ୪୨ ପଦରେ ଏହା ପୁଣି କହେ ଯେ “ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ” କିମ୍ବା ) ସଭା ଶେଷ ହେବା ପୂର୍ବରୁ ପାଉଲ ଓ ବର୍ଣ୍ଣବ୍ବା ବାହାରିଗଲେ ଏବଂ ଏହା ପରେ ଆଉଥରେ ହୁଏ I
# proselytes
ଏମାନେ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅଣଯିହୂଦୀ ଲୋକ ଥିଲେ I
# who spoke to them and urged them
ଆଉ ପାଉଲ ଓ ବର୍ଣ୍ଣବ୍ବା ସେହି ଲୋକମାନଙ୍କୁ କଥା କହି ବିନତି କଲେ
# to continue in the grace of God
ଏହା ସୂଚିତ କରେ ଯେ ଯୀଶୁ ମଶୀହ ଅଟନ୍ତି ବୋଲି ପାଉଲଙ୍କର ସମ୍ବାଦକୁ ସେମାନେ ବିଶ୍ବାସ କଲେ I ବିକଳ୍ପ ଅନୁବାଦ: “ଯୀଶୁ କରିଥିବା କାର୍ଯ୍ୟ ସକାଶୁ ଈଶ୍ବର ଦୟାରେ ଲୋକମାନଙ୍କର ପାପ କ୍ଷମା କରନ୍ତି ବୋଲି ଭରସା କରିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-explicit]])